ଗତ 22 ତାରିଖ ଦିନ ନର୍ଲା ଥାନା ଅନ୍ତର୍ଗତ ଶେରଗଡ଼ ଗ୍ରାମ ର ତପନ ସାହୁ ଙ୍କ ଖଳା ଘରୁ 53 ବସ୍ତା ଧାନ ଚୋରି ହୋଇଥଲା ଘଟଣା କୁ ନେଇ ଥାନାରେ ଅଭିଯୋଗ ହୋଇଥିଲା ଅଭିଯୋଗ ପରେ ପୋଲିସ ତିନି ଅଭିଯୁକ୍ତ କୁ ଗିରଫ କରି ଆଜି ମଙ୍ଗଳବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ନର୍ଲା ଥାନା ପରିସରରେ କେସିଙ୍ଗା SDPO ଙ୍କ ଦ୍ଵାରା ପ୍ରେସ ମିଟ କରିଥିବା ସୂଚନା