ସମ୍ବଲପୁର ମ୍ୟୁନିସିପାଲଟି: ଦୁର୍ଗାପାଲି ସ୍ଥିତ ମହାନଗର ନିଗମ ଅଫିସରେ ଆସନ୍ତାକାଲି ଅନୁଷ୍ଠିତ ହେବ ଜନଶୁଣାନୀ କାର୍ଯ୍ୟକ୍ରମ, ସୂଚନା
“୦୧.୧୨.୨୦୨୫ ରେ SMC କାର୍ଯ୍ୟାଳୟ, ଦୁର୍ଗାପାଲିରେ ଜନସୁନାନି ଆୟୋଜିତ ହେବ। ନାଗରିକମାନଙ୍କୁ ନିବେଦନ, ସେମାନେ ଉପସ୍ଥିତ ହୋଇ ନିଜମାନଙ୍କର ପ୍ରତିକ୍ରିୟା, ଅଭିଯୋଗ ଓ ପ୍ରସ୍ତାବ ଦେଇଥିବେ। ଆସନ୍ତୁ, ସମେତେ ମିଶି ଆମ ସହରକୁ ଆହୁରି ଭଲ ଓ ଜନମୁଖୀ କରିବାକୁ ପ୍ରୟାସ କରିବା।”