ବଡସାହି: ୧୮ନଂ ଜାତୀୟରାଜପଥ କଳମାଛକରେ ଘଟିଯାଇଥିବା ଗୋଷ୍ଠୀସଂଘର୍ଷରେ ଜଡିତ ଜଣକୁ ଗିରଫକରି କୋର୍ଟଚାଲାଣ କଲା ବୈଶିଙ୍ଗା ପୁଲିସ
Barsahi, Mayurbhanj | Aug 25, 2025
ମୟୂରଭଞ୍ଜ - ବାଲେଶ୍ବର ଜିଲ୍ଲା ସୀମାନ୍ତ ୧୮ନଂ ଜାତୀରାଜପଥ କଳମା ଛକରେ ଘଟିଯାଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଜଣକୁ ସୋମବାର ଗିରଫକରି...