ଆର ଉଦୟଗିରି: ଓଡ଼ିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ପୋଷାକ ପରିଧାନ ଦିବସ ଉପଲକ୍ଷେ ମୋହନା ବ୍ଳକ ପରିସରରେ ଆମ ପୋଷାକ ଆମ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ପୂର୍ବାହ୍ନରେ ପାରମ୍ପରିକ ପୋଷାକ ପରିଧାନ ଦିବସ ଉପଲକ୍ଷେ ମୋହନା ପଞ୍ଚାୟତ ସମିତି ତରଫରୁ ଆମ ପୋଷାକ ଆମ ପରିଚୟ କାର୍ଯ୍ୟକ୍ରମ ପାଳିତ।