ବଡଗାଁ: ଜରଙ୍ଗଲୋଇ ସରପଞ୍ଚ ପଦ ଫେରି ପାଇଲେ ମେନକା କାଲୋ
ଅନାସ୍ଥା ପ୍ରସ୍ତାବ ରେ ପଦ ହରାଇଥିବା ଜରଙ୍ଗଲୋଇ ସରପଞ୍ଚ ମେନକା କାଲୋ ମାନ୍ୟବର ହାଇକୋର୍ଟ ଙ୍କର ଆଦେଶ ମୁତାବକ ନିଜର ପଦ ଫେରି ପାରିଛନ୍ତି। ଆଜି ଜରଙ୍ଗଲୋଇ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବୈଷ୍ଣବ ଉରମାଲ ଙ୍କର ଉପସ୍ଥିତ ରେ ସେ ପୁଣି ଥରେ ସରପଞ୍ଚ ଦାୟିତ୍ୱ ଗ୍ରହଣ କରିଥିଲେ।