ରାଉରକେଲା ମ୍ୟୁନିସିପାଲଟି: ଦୁଇଟି କାର ଧକାରେ ଜଣେ ବୁଢ଼ୀ ମା' ଙ୍କର ମୃତ ହୋଇଯାଇଥିବା ବେଳେ ପାଞ୍ଚ ଜଣ ଆହତ ଅଛନ୍ତି
ନଭେମ୍ବର ୨୫ ତାରିଖ ସମୟ ପ୍ରାୟ ୩ଟା ୩୦ ମିନିଟ ପାଖାପାଖି ଏହି ମାର୍ମନ୍ତୁଦ ଦୁର୍ଘଟଣାଟି ରାଉରକେଲା ନିକଟସ୍ଥ ଜଲଦା "ସି " ବ୍ଲକ ରାସ୍ତା ଉପରେ ହୋଇଥିବା ବେଳେ ଦୁଇଟି କାର ଧକାରେ ଜଣେ ବୁଢ଼ୀ ମା'ଙ୍କ ଘଟଣା ସ୍ଥଳରେ ମୃତ ହୋଇଯାଇଥିବା ବେଳେ ସ୍କୋର୍ପିଓ ନମ୍ବର - OD O2Z 1155 ଏବଂ Wagon R ନମ୍ବର - OD 14 E 5831, କାର ଭିତରେ ରହିଯାଇଥିବା ଯାତ୍ରୀମାନେ ଗୁରୁତର ଆହାତ ହୋଇ ରାଉରକେଲା ସରକାରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ଘଟଣା ସ୍ଥଳରେ ଲାଠିକଟା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି...