ତାଳଚେର ହିଲୋଇ ଗ୍ରାମର ଜମିହରା ପ୍ରଜାଙ୍କ ଉପରେ MCL ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଜୋରଜବରଦସ୍ତ ଘରୁ ବାହାର କରି ଘର ଭାଙ୍ଗିଦେବା ଏବଂ ଦୀର୍ଘଦିନ ଟ୍ରକ ମାଲିକଙ୍କ ଦୁଃଖ ବିଷୟରେ ଓ ତାଳଚେର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ବାଚସ୍ପତିଙ୍କୁ ଅବଗତ କରେଇବା ସହିତ ମୁଖ୍ୟମନ୍ତ୍ରୀ, ଖଣି ଓ ପରିବହନ ମନ୍ତ୍ରୀଙ୍କୁ ଅବଗତ କରିବା ସହିତ ଯଥା ଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ମଙ୍ଗଳବାର ସକାଳ ୧୧ ଘଟିକା ସମୟରେ ବିଧାନସଭାରେ ଦାବି ଉପସ୍ଥାପନ କଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ