ବଡସାହି: ସୁରେଇଡ଼ିହି ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଦେଶ କରମ ପରବ୍-୨୦୨୫କାର୍ଯ୍ୟକ୍ରମରେ ଓଡିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ହଜାର ହଜାର ମହିଳା ସାମିଲ
Barsahi, Mayurbhanj | Aug 31, 2025
ବେତନଟୀ ଥାନା ଅଧୀନ ସୁରେଇଡିହିଠାରେ ରାଜ୍ୟ ସ୍ତରୀୟ କୁଡୁମାଲୀ ଦେଶ କରମ ପରବ ୨୦୨୫ ଉଦଘାଟିତ ହୋଇଯାଇଥିବା ବେଳେ ବାଲଉଠା ଏବଂ ଜାୱାସ୍ଥାପନ...