ବରୀ ରାମଚନ୍ଦ୍ରପୁର: ଯାଜପୁର ଟାଉନ ଅଞ୍ଚର ଓଏଏସ ପରୀକ୍ଷାରେ ସଫଳତା ପାଇଥିବା ଦୁଇ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବିଧାୟକ ପ୍ରଣବ
ଯାଜପୁର ଟାଉନ ଅଞ୍ଚର ଓଏଏସ ପରୀକ୍ଷାରେ ସଫଳତା ପାଇଥିବା ଦୁଇ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓଡିଶା ପ୍ରଶାସନିକ ସେବା ପରୀକ୍ଷା -୨୦୨୩ ରେ ଯାଜପୁର ନିର୍ବାଚନୀ ମଣ୍ଡଳୀର ମୈତ୍ରୀ ମହାନ୍ତି ୭୦ ରାଙ୍କ ଓ ମୋନାଲିସା ରାଉତ ୯୧ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହି ଖବର ପାଇଁ ବିଜେଡି ଉପସଭାପତି ତଥା ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦୁଇ ପରୀକ୍ଷାର୍ଥୀଙ୍କ ବାସ ଭାବନାରେ ପହଞ୍ଚି ଶୁଭେଚ୍ଛା ଜଣାଇବା ସହ ଲାପଟପ ପ୍ରଦାନ କରିଛନ୍ତି ।