Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ପୋଲସରା: ଜୁଆ ଆଡା ଉପରେ ଚଢ଼ାଉ,ନଗଦ ଟଙ୍କା ସହ ଛଅ ଯୁଆଡ଼ି ଙ୍କୁ ଗିରଫ କଲା ପୋଲସରା ପୋଲିସ

Polasara, Ganjam | Oct 17, 2025
ଜୁଆ ଖେଳ ହବ ପାଲଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳ l କାରଣ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡା ଉପରେ ଚଢ଼ାଉ କରାଯାଉଛି ଆଉ ଯୁଆଡ଼ି ମାନଙ୍କୁ ବାନ୍ଧି ପଠାଉଛି ପୋଲିସ l ସେହିଭଳି ଆଜି ପୁଣି ଏକ ଜୁଆ ଆଡା ଉପରେ ଚଢ଼ାଉ କରିଛି ପୋଲିସ l ଚଢ଼ାଉ ସମୟରେ ଛଅ ଯୁଆଡ଼ି ଙ୍କ ସମେତ ନଗଦ ଏକୁସି ହଜାର ପାଞ୍ଚ ଶାହ ଟଙ୍କା ସହ ତାସ ଜବତ କରିଛି ପୋଲିସ l ଘଟଣା ରେ ପୋଲିସ ଥାନା ରେ ଏକ ମାମଲା ରୁଜୁକରି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l

MORE NEWS