ସୁନ୍ଦରଗଡ ସହର: ଓଡିଶା ପବ୍ଲିକ ସ୍କୁଲ ସୁନ୍ଦରଗଡ଼ର ବାର୍ଷିକ ଉତ୍ସବ ଅନୁଷ୍ଠିତ ,ମୁଖ୍ୟ ଅତିଥି ପ୍ରାକ୍ତନ ଆଇ ଆର୍ ଏସ ସନ୍ତୋଷ ଅମାତ
ଆଜି ଜାନୁଆରୀ 31 ତାରିଖ ଓଡିଶା ପବ୍ଲିକ ସ୍କୁଲ ସ୍କୁଲ ତାର 13 ତମ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଉତ୍ସବରେ ସ୍କୁଲ କମିଟି ତଥା ସ୍କୁଲର ଅଧ୍ୟକ୍ଷା ଉତ୍ସବକୁ ଅଧିକ ରୁଚିକର ତଥା ଶିକ୍ଷଣୀୟ ଏବଂ ସ୍ମରଣୀୟ କରିବା ପାଇଁ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ଓ ପ୍ରାକ୍ତନ ଶିକ୍ଷାବିତଙ୍କୁ ସାଉଁଟିଛି। ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଆଇ ଆର୍ ଏସ ସନ୍ତୋଷ ଅମାତ ଓ ବିଶିଷ୍ଟ ଶିକ୍ଷାବିତ୍ ବାସନ୍ତୀ ମିଶ୍ରଙ୍କୁ ସମ୍ମାନିତ ଅତିଥି ଭାବେ ଏହି ଉତ୍ସବରେ ଯୋଗ ଦେଇ ଛତ୍ରଛାତ୍ରୀଙ୍କୁ ଏପରି ଏକ ବିଦ୍ୟାଳୟରେ ପଢୁ ଥିବାରୁ ଉତ୍ସାହିତ କରିଥଲେ। 13 ବର୍ଷରେ ଯେତେ ଘାତ