Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଗୋବିନ୍ଦପୁର: ତାମିଲନାଡୁ ଠାରେ ବାମରା ପଣ୍ଡରିପଥର ଗ୍ରାମ ର ଦାଦନ ଶ୍ରମିକ ଙ୍କ ମୃତ୍ୟୁ, ଶବ ଆଣିବା ପାଇଁ ଗୋବିନ୍ଦପୁର ଥାନା ର ଦ୍ବାରସ୍ଥ ହେଲେ ପରିବାର

Govindpur, Sambalpur | Oct 31, 2025
ପଣ୍ଡରି ପଥର ଗ୍ରାମ ର ବଳରାମ ମଲ୍ଲିକ ଙ୍କ ପୁଅ ସରୋଜ ମଲ୍ଲିକ ଗତ ପ୍ରାୟ ଏକ ବର୍ଷ ପୂର୍ବରୁ ଗ୍ରାମ ର କେତେକ ସାଙ୍ଗ ସାଥି ଙ୍କ ସହ ମିଶି ତାମିଲନାଡୁ ରାଜ୍ୟ ର ମଦୁରାଇ କୁ ଯାଇଥିଲେ। ସେଠାରେ ଶ୍ରମିକ ମାନଙ୍କୁ ଅକଥନୀୟ ନିର୍ଯାତନା ଦିଆ ଯାଉଥିବା ବେଳେ ତାଙ୍କ ସାଙ୍ଗ ସାଥୀ ମାନେ କିଛି ମାସ ପୂର୍ବରୁ ନିଜ ଘର କୁ ଫେରି ଆସିଥିଲେ। ଅନ୍ୟ ଅଟେ ସରୋଜ କୁ ତାଙ୍କ ମାଲିକ ଛାଡ଼ି ନ ଥିଲେ। ଗତ ବୁଧବାର ଦିନ ତାଙ୍କ ମୃତ୍ୟୁ ହୋଇ ଥିବା ଜଣାପଡିଛି। ତାଙ୍କ ଶବ ବାମରା ଆଣିବା ପାଇଁ ତାଙ୍କ ପରିବାର ଲୋକ ଶୁକ୍ରବାର ଗୋବିନ୍ଦପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି।