କେନ୍ଦୁଝର ସହର: ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଢେଙ୍କିକୋଟ ଶିବ ମନ୍ଦିର ନିକଟରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଟିତ
ଆଜି ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଢେଙ୍କିକୋଟ ଶିବ ମନ୍ଦିର ରାସ୍ତାକୁ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସହିତ ମିଶି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କଲେ ସାଂସଦ l ଏଥିରେ ବହୁ ଜନସାଧାରଣ ଉପସ୍ଥିତ ଥିଲେ।