ଲାଞ୍ଜିଗଡ: ବିଶ୍ଵନାଥ ପୁର ଠାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ,ମହାସମାରୋହରେ ସମ୍ପନ୍ନ ହେଲା ବେତାଳୀ ଭୈରବ ଓ ପାଟଖଣ୍ଡାଙ୍କ ଝାମୁଯାତ୍ରା
Lanjigarh, Kalahandi | Sep 11, 2025
ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ପ୍ରସିଦ୍ଧ ବେତାଳୀ ଭୈରବ, ପାଟଖଣ୍ଡାଙ୍କ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ...