ଖୋର୍ଦ୍ଧା: ତହସିଲଦାର କାର୍ଯ୍ୟାଳୟରେ ଚାଷୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ : ଯାହାକୁ ନେଇ ବୁଦ୍ଧିଜିଵୀ ମହଲରେ ଅସନ୍ତୋଷ ପ୍ରକାଶ <nis:link nis:type=tag nis:id=Jansamasya nis:value=Jansamasya nis:enabled=true nis:link/>
ଖୋର୍ଦ୍ଧା ତହସିଲଦାର ବିଭାସ ରଞ୍ଜନ ପ୍ରାଣିଗ୍ରାହୀ କାର୍ଯ୍ୟାଳୟରେ ବଣିଆଟାଙ୍ଗୀ ଅଞ୍ଚଳର ଏକ ସାମୁହିକ ସମସ୍ୟା ନେଇ ଆସିଥିବା ଜଣେ ଚାଷୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି lଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି lଏ ନେଇ ଆଜି ଅପରାହ୍ନ ସମୟରେ କୋର୍ଟ ନିକଟରେ ବରିଷ୍ଠ ଆଇନୀଜୀବୀ ଶିଶିର କୁମାର ପରିଡ଼ା ପ୍ରତିକ୍ରିୟା ରଖିଛନ୍ତି l