ଭୋଗରାଇ: ସରକାରୀ ଟ୍ୟୁୟୁଏଲ ବସାଇବାକୁ ନେଇ ଦୁଇ ରାଜନୀତିକ ଦଳ ଭିତରେ ଗଣ୍ଡଗୋଳ , ଥାନାରେ ଅଭିଯୋଗ , କମର୍ଦ୍ଦା ଥାନା ସମୁଖିରେ ଧାରଣ ।
Bhograi, Balasore | Sep 13, 2025
ସରକାରୀ ପାଣିପମ୍ପ ବସାଇବାକୁ ନେଇ ଦୁଇ ରାଜନୀତିକ ଦଳ ଭିତରେ ଗଣ୍ଡଗୋଳ । ଥାନାରେ ଅଭିଯୋଗ । ଦୁଇ ଅଟକ । ଥାନା ସମୁଖିରେ ଧାରଣା ବସିଲେ ଗାଁ ଲୋକେ...