କଣ୍ଟାମାଳ: ଦିନବନ୍ଧୁପୁର ଆଶ୍ରମ ଠାରେ ଗିରିଗୋବର୍ଧନ ପୂଜା ଓ ନାମଯଜ୍ଞ ଉତ୍ସବ ଅନୁଷ୍ଠିତ
ଗିରିଗୋବର୍ଧନ ପୂଜା ଓ ନାମଯଜ୍ଞ ଉତ୍ସବ ଅନୁଷ୍ଠିତ ଆଜି କଣ୍ଟାମାଲ ବ୍ଲକ ଗୁଡ଼ଭେଳି ଗ୍ରାମପଂଚାୟତ ର ଡ଼ଙ୍ଗାଝୁଲ ନିକଟରେ ଥିବା ଦିନବନ୍ଧୁପୁର ଆଶ୍ରମ ଠାରେ ଆଜି ଗିରିଗୋବର୍ଧନ ପୂଜା ସହ ନାମ ଯଜ୍ଞଉତ୍ସବ ଅନୁଷ୍ଠିତ ହୋଈଯାଇଛି I ପ୍ରଥମେ ଆଜି ସକାଳୁ ନାମ ସକୀର୍ତ୍ତନ କରି କଳସ ଶୋଭାଯାତ୍ରା କରି ପୂଜା ଆରମ୍ଭ ହୋଈଥିଲା I ସନ୍ଦ୍ୟା ସମୟରେ ନାମ ସକିର୍ତନ ଚାଲିଥିବା ବେଳେ ସହ ସହ ଭକ୍ତ ସାମିଲ ହୋଈ ଦର୍ଶନ କରିଥିବା ଦେଖିବାକୁ ମିଳିଛି I