କଣ୍ଟାମାଳ: ଆମ୍ବଗହଣା ଗ୍ରାମରେ ରାସ ପୁର୍ଣିମା ଅବସରରେ କଳସ ଶୋଭାଯାତ୍ରା
ରାସ ପୁର୍ଣିମା ଅବସରରେ କଳସ ଶୋଭାଯାତ୍ରା କଣ୍ଟାମାଲ ବ୍ଲକ ଆମ୍ବଗହଣା ଗ୍ରାମରେ କାର୍ତିକ ପୁର୍ଣିମା ଅବସରରେ ରାସପୁର୍ଣିମା ଯାତ୍ରା ଅନୁଷ୍ଠିତ I ଆଜି ନାମଯଜ୍ଞ ପାଇଁ ନଦୀରେ ପୂଜା ଅର୍ଚନା କରି ନାମ ସକିର୍ତନ କରି କସଲ ଶୋଭାଯାତ୍ରା ହୋଈଥିଲା I ଉକ୍ତ ଶୋଭାଯାତ୍ରା ଫେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଈଥିଲେ I ଆଜି ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଈଥିବା ଆସନ୍ତାକାଲି ନାମ ଆରମ୍ଭ ହବ I ତେବେ ଏହି ଅବସରରେ କଂସ ଦରବାର 3ଦିନ ଧରି ଚାଲିବ I