ବିରିଡି: ଭାରତମାଳା ପ୍ରୋଜେକ୍ଟ କୁ ବିରୋଧ କରି ଆଜି ୩ଟାରେ ତହସିଲ ଦାରଙ୍କୁ ଦାବିପତ୍ର ଦେଲେ ଅଂଚଳର ଚାଷୀ
ଭାରତମାଳା ପ୍ରୋଜେକ୍ଟ ଯୋଗୁଁ ବହୁ ଚାଷଜମି, ଘରବାରୀ ଚାଲିଯାଉଥିବାରୁ ଅଂଚଳରେ ଚାଷୀ ଅସନ୍ତୋଷ ଦେଖାଦେଇଛି, ଆଜି ୩ଟାରେ ତହସିଲ ଦାରଙ୍କୁ ଭେଟି ଉକ୍ତ ପ୍ରୋଜେକ୍ଟ କୁ ବିରୋଧ କରିବାସହ ଏକ ଦାବିପତ୍ର ପ୍ରଦାନ କରିଥିଲେ l