କଣ୍ଟାମାଳ: ଡମ୍ବରୁଗଡ ଜଙ୍ଗଲ ଜଙ୍ଗଲରୁ ଘୁଞ୍ଚୁ ନାହାନ୍ତି ହାତୀ ପଲ, ମହାନଦୀ ପାର କରାଇବାକୁ ବନ ବିଭାଗର ଉଦ୍ୟମ ଜାରି
Kantamal, Boudh (Bauda) | Aug 25, 2025
ସୋମବାର ସନ୍ଧ୍ୟା ସୁଦ୍ଧା ବୌଦ୍ଧ ରେଞ୍ଜ ବହିରା ସେକସନ ଡମ୍ବରୁଗଡ ଜଙ୍ଗଲରୁ 8 ଟିକିଆ ହାତୀ ପଲ ଘୁଞ୍ଚୁ ନଥିବା ବେଳେ ଆଜି ରାତିରେ ମହାନଦୀ ପାର...