ସୋନପୁର: ସୁବର୍ଣ୍ଣପୁର ସଦର କୁମ୍ଭାରପଡା ରେ କୁରାଳ ପଶ୍ଚିମୀ
କୁମ୍ଭାରପଡା ରେ କୁରାଳ ପଶ୍ଚିମୀ ସୁବର୍ଣ୍ଣପୁର ଜିଲ୍ଲା. ସଦର କୁମ୍ଭାର ପଡାରେ କୁରାଳପଶ୍ଚିମୀ ପୂଜା ମହାଆଡମ୍ବର ରେ ପାଳିତ ହୋଉଛି I ପୂଜା ପାଇଁ. କୁମ୍ଭାରସମ୍ପ୍ରଦାୟ ସମସ୍ତ ଲୋକେ କଳସ ଶୋଭାଯାତ୍ରା. ସାମିଲ ହୋଈଥିଲେ I ପୂଜକ କୁରାଳ ପୁରାଣ ପଠନ କରି ପୂଜା କାର୍ଯ୍ୟ କରିଥିଲେ I ଏଥିରେ ଲଷ୍ମୀ ନାରାୟଣ ଏବଂ ଇଷ୍ଟଦେବତା ରୁଦ୍ରପାଳ ଓ ରତ୍ନେଶ୍ବରୀ ଙ୍କ. ପୂଜା ଅର୍ଚନା କରାଯାଇଥିଲା I ସନ୍ଧ୍ୟା ରେ ବିଭିନ୍ନ. କାର୍ଯ୍ୟକ୍ରମ ହୋଇଛି I