ଟିଟିଲାଗଡ: ଟିଟିଲାଗଡ଼ ଓମ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଆନ୍ତ ବିଦ୍ୟାଳୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତା
ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଆନ୍ତଃ ବିଦ୍ୟାଳୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା  କେଉଁ ଅନାଦି କାଳରୁ ସାଧାରଣ ମଣିଷର କ୍ରୀଡ଼ା କସରତ ପ୍ରତି ଅହେତୁକ ଦୁର୍ବଳତା ରହିଆସିଛି। ତେଣୁ ଏହି ମନୋଭାବକୁ ବଞ୍ଚାଇ ରଖିବାପାଇଁ ବିଭିନ୍ନ ପ୍ରକାର ଖେଳ ସହିତ ନାନାବିଧ ପ୍ରତିଯୋଗିତା ଅନୁଷ୍ଠିତ ହେବାରେ ଲାଗିଛି lବିଶିଷ୍ଟ ଶିକ୍ଷା ବିତ୍ ତଥା ସମାଜସେବୀ ଲାୟନ ଶ୍ରୀ ଦୀପକ୍ କୁମାର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ଟିଟିଲାଗଡ଼ ସହରର ସିବିଏସ୍ଇ ଅନୁବନ୍ଧିତ  ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ଯାହାକି ବଲାଙ୍ଗୀର ଜିଲ୍ଲାର ଏକ ଶ୍ରେଷ୍ଠ ଓ ଅଗ୍ରଣୀ ଆବାସିକ ଶିକ୍ଷାନୁଷ୍ଠାନ   ଠାରେ ଆଜି ସକାଳ ୧୧ ଟାରେ ସ