ସମ୍ବଲପୁର ମୂଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସଡ଼କ ଦୁର୍ଘଟଣା ଜଣେ ମହିଳା ଗୁରୁତର l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 6.30 ଟା ସମୟରେ ଜଣେ ମହିଳା ସ୍କୁଟି ରେ ଆସୁଥିବା ବେଳେ ଏକ କୁକୁର ହଟାତ ଗାଡି ସମ୍ମୁଖକୁ ଚାଲି ଆସିବାରୁ ମହିଳା ଗାଡ଼ିରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ l ତାଙ୍କୁ ତୁରନ୍ତ ମେଡିକାଲ କୁ ନେଇଥିଲେ ହେଲେ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ବୁର୍ଲା ଭୀମସାରକୁ ପଠାଯାଇଛି l