ନଭେମ୍ବର ୬ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ପାଖାପାଖି ରଘୁନାଥପାଲ୍ଲୀ ପୋଲିସ ତରକେରା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥବା ସମୟରେ. ତରକେରା ଡ୍ୟାମରେ ଏକ ଅଜଣା ଯୁବକର ମୃତ ଦେହ ନଦୀରୁ ଠାବ କରି ରଘୁନାଥପାଲି ପୋଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି, ମୃତ ଦେହକୁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠେଇଛନ୍ତି, ଆସନ୍ତା କାଲି ପୋଷ୍ଟମର୍ଟମ ହେଲେ, ପ୍ରକୃତ ତଥ୍ୟ ଜଣା ପଡିବ...