ସ୍ଥାନୀୟ ସଦର ଥାନାଞ୍ଚଳର ପୁଟିବନ୍ଧ ସ୍ଥିତ ପିଲାକନେ୍ଦଇ ପଡା ନିକଟରେ ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ସଦର ଏସଡିପିଓ ତୁଫାନ ବାଗଙ୍କ ସୁଚନା ଅନୂଯାୟୀ, ତୁମ୍ବେସିଂହା ନିବାସୀ ରସାନନ୍ଦ ଜଗଦଲା ନାମକ ଜଣେ ୩୮ ବର୍ଷିୟ ଯୁବକ କାମ ସାରି ଘରକୁ ଫେରୁଥିବା ବେଳେ ଏକ ମାଲ ବୋଝେଇ ମିନି ଟ୍ରକ ତାଙ୍କୁ ଧକ୍କା ଦେବାରୁ ତାଙ୍କ ମୃତୁ୍ୟ ହୋଇଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହୁଞ୍ଚô ମୃତକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ଏକ ମାମଲା ରୁଜୁ କରି ଟ୍ରକକୁ ଜବତ କରିଥିବା ବେଳେ ଟ୍ରକ ଚାଳକ ଫେରାର ହୋଇଯାଇଛି । ଏଣୁ ଘଟଣାର ତଦନ୍ତ ସହିତ ଫେରା