ଅନୁଗୋଳ: ନୁଆହତା ବାଇପାସ୍ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଜଣେ ଆହତ
Anugul, Angul | Sep 29, 2025 ନୂତନ ବାଇପାସ୍ ଓଭରବ୍ରିଜ ର ଦୁରାବସ୍ଥା ରୁ ବାଇକ୍ ଚାଳକ ଗୁରୁତ୍ତର ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ପଞ୍ଚାୟତ ନୂତନ ନବନିର୍ମିତ ବାଇପାସ୍ ଓଭରବ୍ରିଜ ର ଦୁରାବସ୍ଥା ରୁ ବାଇକ୍ ଚାଳକ ଗୁରୁତ୍ତର। ଗୁରୁତର ଯୁବକ ଜଣଙ୍କ ହେଲେ ନୂଆହତା ବାଲି ସାହି ର ଚନ୍ଦନ ଗୋଚ୍ଛାୟତ। ସୂଚନା ମୁତାବକ ଚନ୍ଦନ ଭୋର୍ ୫ ଟାରେ କଣ୍ଟାବଣିଆ ଅଞ୍ଚଳ ଏକ ହୋଟେଲ ରୁ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଭୁଲ ବସତଃ ବ୍ରିଜ ଉପର ପାଖ ରାସ୍ତାରେ ପଳାଇ ଆସିଥିଲେ। ପରବର୍ତ୍ତୀ ସମୟରେ ଘରକୁ ଫେରିବା ପାଇଁ ବ୍ରିଜ ର ସର୍ଭିସ୍ ରାସ୍ତାରେ ଫେରିଥିଲେ । ରାସ୍ତାରେ ଖାଲ ରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି