ସରକାର ରୋଗୀ ଙ୍କୁ ସେବା ଯୋଗାଇ ପାଇଁ ୧୦୮ ଆମ୍ବୁଲାନ୍ସ ସେବା ଦେଇଛନ୍ତି। କିନ୍ତୁ ଆଜି ଏକ ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଦୁଇ ଜଣ ଦୁର୍ଘଟଣା ଗ୍ରସ୍ତ ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତରିତ ପାଇଁ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ସୂଚନା ମୁତାବକ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ତେଠେଇପାଲି ଗ୍ରାମର ହିମାଂଶୁ ସେଠୀ ପୁଅ ଶୁଗ୍ୟାନ ସେଠୀ(୩୫) ଓ ତାଙ୍କ ସାଙ୍ଗ କଟକ ଅଞ୍ଚଳର ମଙ୍ଗୁଳି ଦାସ ଙ୍କ ପୁଅ ଜଟିଆ ଦାସ (୪୫) ଏକ ବାଇକ୍ ରେ ମାଧପୁର ରୁ ଆଠମଲ୍ଲିକ ଅଞ୍ଚଳକୁ ଆସୁଥିବା ବେଳେ ମଧ୍ୟ ରାସ୍ତା ରେ ଏକ ପିକ ଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇ