ସୋରଡା: ସୋରଡ଼ା ବେଲଗୁଣ୍ଠା ସହର ବାଙ୍କା ବଜାର ପକ୍ଷରୁ ଆୟୋଜିତ ଅଷ୍ଟ ପ୍ରହରୀ ଉଦଯାପାନୀ ଦିବସରେ ଯୋଗଦେଲେ କଂଗ୍ରେସ ନେତା ହରି କୃଷ୍ଣ ରଥ
Surada, Ganjam | Nov 4, 2025 କାର୍ତ୍ତିକ ମାସ ଭଳି ପବିତ୍ର ମାସ ରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଡା NAC ବାଙ୍କ ବଜାର ଠାରେ ଅନୁଷ୍ଠିତ ହୋଇଥିବା ନାମ ସଂକୀର୍ତ୍ତନ ରେ ଯୋଗଦେଈ ଦହି ହାଣ୍ଡି ଭାଙ୍ଗିବା ର ଅପୂର୍ଵ ଦୃଶ୍ୟ ଦର୍ଶନ କରି ରାଧାକୃଷ୍ଣ ଙ୍କ କୃପାଲାଭ ପୂର୍ବକ ବେଲଗୁଣ୍ଠା NAC ର ସମସ୍ତ ଜନସାଧାରଣ ଙ୍କ ସହ ସହର ପରିକ୍ରମା କରି ଠାକୁର ର ଉଦଯାପନୀ ଦିବସରେ ସାମିଲ ହେଲେ ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପାର୍ଥି ହରି କୃଷ୍ଣ ରଥ।