ସୁନ୍ଦରଗଡ ସହର: ବଣାଇଁ ଥାନା ଉପୁରୁଡ଼ା ଗାଁ ଯୁବକଙ୍କ ସାହସିକ ପଦକ୍ଷେପ, ଅଞ୍ଚଳରେ ଆତଙ୍କ ଖେଲାଇଥିବା 5 ଚୋରଙ୍କୁ କାବୁ କରି ବଣାଇଁ ପୋଲିସକୁ କଲେ ହସ୍ତାନ୍ତର
Sundargarh Town, Sundargarh | Sep 10, 2025
ଆଜି ସେପ୍ଟେମ୍ୱର 10 ତାରିଖ ବୁଧବାର ପୂର୍ବାହ୍ନ 11 ଟା ସମୟରେ ବଣାଇଁ ପୋଲିସକୁ ହସ୍ତାନ୍ତର କରିଛନ୍ତି 5 ଚୋରଙ୍କୁ। ପୋଲିସର ନିଦ ହଜାଇଥିବା...