ବିଞ୍ଝାରପୁର: ବିଂଝାରପୁର ପୋଲିସର ମହାନତା,ଆମ୍ବୁଲାନ୍ସ ନ ଆସିବାରୁ ଗୁରୁତର ରୋଗୀକୁ ନିଜ ଗାଡ଼ିରେ ନେଲେ ଚିକିତ୍ସା ପାଇଁ,ପୋଲିସ କୁ ମିଳୁଛି ପ୍ରଶଂସା
ବିଂଝାରପୁର ପୋଲିସର ମହାନତା,ଆମ୍ବୁଲାନ୍ସ ନ ଆସିବାରୁ ଗୁରୁତର ରୋଗୀକୁ ନିଜ ଗାଡ଼ିରେ ନେଲେ ଚିକିତ୍ସା ପାଇଁ l ସଇଦପୁର ଅଂଚଳରେ ଘଟିଥିବା ଏକ ଘଟଣାରେ ଗୁରୁତ୍ୱର ଅବସ୍ଥାରେ ଥାନାକୁ ଆସିଥିବା ଜଣେ ସଂଖ୍ୟାଲଘୁ ମହିଳାଙ୍କୁ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କୁ ଆଣିବା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବିଂଝାରପୁର ଥାନାଧିକାରୀ ପ୍ରଥମେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ନ ଆସିବାରୁ ଥାନା ଅଧିକାରୀ ନିଜେ ଥାନା ଗାଡ଼ିରେ ତାଙ୍କୁ ଚିକିତ୍ସା ପାଇଁ ଯାଜପୁର ମେଡିକାଲକୁ ନେଲେ ପୋଲିସ l