ସ୍ଵଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପକ୍ଷରୁ କୋରାପୁଟ ସ୍ପୋର୍ଟସ ଷ୍ଟାଡିୟମ ଠାରୁ ସ୍ଵଦେଶୀ ଭାରତ ସମୃଦ୍ଧ ଭାରତ ଉପଲକ୍ଷେ ଆଜି ସକାଳ ୮ଟା ସମୟରେ ସ୍ଵଦେଶୀ ସଂକଳ୍ପ ଦୌଡ଼ ଓ ସ୍ଵଦେଶୀ ସଂକଳ୍ପ ଯାତ୍ରା ଶୁଭାରମ୍ଭ ହୋଇଯାଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସହ ସ୍ଵଦେଶ