ଆଜି ମାର୍ଚ୍ଚ 13 ତାରିଖ ଶୁକ୍ରବାର ସନ୍ଧ୍ୟା 7:40 ପାଖାପାଖି ସମୟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଦୁଇଟି ଟ୍ରଲର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡିର ଚାଳକ ଗୁରୁତର ହୋଇଛନ୍ତି। ଖବର ପାଇ ଭଷ୍ମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏଲ୍ ଆଣ୍ଡ ଟି ରେସ୍କ୍ୟୁ ଟିମ୍ ସାହାଯ୍ୟରେ ଗୁରୁତରଙ୍କୁ ଉଦ୍ଧାର କରି NTPC ମେଡିକାଲ କଲେଜ ଆଣ୍ଡ ହସପିଟାଲକୁ ପଠାଇ ରାସ୍ତା ଟ୍ରାଫିକ ନିୟନ୍ତ୍ରଣ କରୁଛି। ତେବେ ଏହି ଦୁର୍ଘଟଣା ଯୋଗୁଁ ପ୍ରାୟ ଅଧ ଘଣ୍ଟା କାଳ ରାସ୍ତା ଜାମ ହୋଇ ଥିଲା। ତେବେ ଭଷ୍ମା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଗୁରୁତରଙ୍କୁ