ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ରେ ଜମୁଛି ଧନୁଯାତ୍ରା ମହୋତ୍ସବ l ଆଜି ସନ୍ଧ୍ୟା ୭ ଟା ୩୦ ରୁ ରାତି ୯ ଟା ୩୦ ଯାଏଁ ଧନୁଯାତ୍ରା ମହୋତ୍ସବ ଦେଖିବା ପାଇଁ ବନ୍ଧବାହାଲ ରେ ଶତାଧିକ ଲୋକଙ୍କ ହୋଇଥିଲା ସମାଗମ l ଆଜି ଧନୁଯାତ୍ରା ମହୋତ୍ସବରେ କଂସ ଦରବାର, ପାତ୍ର ମନ୍ତ୍ରୀ ଙ୍କ ସହ ଆଲୋଚନା, କୃଷ୍ଣ ଜନ୍ମ ସହ ନାନ୍ଦୋତ୍ସବ, କୃଷ୍ଣ ଙ୍କୁ କ୍ଷୀର ପାନ, କୃଷ୍ଣ ବଳରାମ ଙ୍କୁ ଦୋଳି ଝୁଲଣ, ପୁତନା ବଧ ରେ କଂସ ମର୍ମାହତ, ଗୋପପୁର କୁ ଅଷ୍ଟ ମଲ୍ଲ ପ୍ରେରଣ ଆଦି ପ୍ରଦର୍ଶିତ ହୋଇଛି l