ସୁନ୍ଦରଗଡ ସହର: ସୁନ୍ଦରଗଡ ବିହା ବାଏଲ ଉତ୍ସବ ନିମନ୍ତେ ମହାଦେବ ପଡ଼ା ଶିବ ମନ୍ଦିର ରୁ ସୁନ୍ଦରଗଡ ଏକତା ପଦ ଯାତ୍ରା ଅନୁଷ୍ଠିତ
ସୁନ୍ଦରଗଡ ରବିବାର ଦିନ ୧୦ ଟା ସମୟରେ ବିହା ବାଏଲ ଉତ୍ସବ ନିମନ୍ତେ ମହାଦେବ ପଡ଼ା ଶିବ ମନ୍ଦିର ରୁ ସୁନ୍ଦରଗଡ ଏକତା ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ ବାସୀ ଭାଗ ନେଇଥିଲେ