ମଙ୍ଗଳବାର ଦିନ ହରଭଙ୍ଗା ବ୍ଲକ ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଲେଶ୍ବର୍ ଗ୍ରାମରେ ଦେବୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ତିନି ଦିନ ଧରି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହୋଇ ଯାଇଛି | ବିଭିନ୍ନ ଦିନରେ କଳସ ଶୋଭାଯାତ୍ରା, ପାରାୟଣ ଅଧିବାସ ଓ ଅଷ୍ଟ ପ୍ରହର ନାମଯଜ୍ଞ ସହ ଆଜି ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା l ପୂର୍ଣ୍ଣା ହୁତି ପୁର୍ବରୁ ଆଜି ନାମ ସଙ୍କୀର୍ତ୍ତନ ସହ ନଗର ପରିକ୍ରମl ଓ ଦଧି ହାଣ୍ଡି ଭଞ୍ଜନ ଆୟୋଜିତ ହୋଇଥିଲା |