ଓଡିଶା ସରକାରଙ୍କ ଫ୍ଯାକ୍ଟରି ଏବଂ ବଏଲର ନିର୍ଦ୍ଦେଶାଳୟ, ରାଉରକେଲା ଡିଭିଜନ ଦ୍ଵାରା ସେଲ୍, ରାଉରକେଲା ଇସ୍ପାତ କାରଖାନା (ଆରଏସ ପି)ର ସହଭାଗିତାରେ ସିପିଟିଆଇ ପ୍ରେକ୍ଷାଳୟରେ ବୁଧବାର ମଧ୍ୟାହ୍ନରେ "ଶୂନ୍ୟ ପତନ ଜୋନ: ଉଚ୍ଚତାରେ କାର୍ଯ୍ୟ ସମୟରେ ସୁରକ୍ଷା ଏବଂ ଛାତ ସିଟ ଆଚ୍ଛାଦନ" ଉପରେ ଆଧାରିତ 'ଉଚ୍ଚତାରେ କାର୍ଯ୍ୟ' ଶୀର୍ଷକ ଏକ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି ।