ତେଲକୋଇ: ବାଂଶପାଳ ବ୍ଲକ୍ ତରମାକାନ୍ତ ପଞ୍ଚାୟତରେ ଫୁଟବଲ ଟୁଣ୍ଣାମେଣ୍ଟ ଯୋଗ ଦେଲେ ଜିଲ୍ଲା ଜନତା ପାର୍ଟିର ଉପସଭାପତି
ବାଂଶପାଳ ବ୍ଲକ୍ ତରମାକାନ୍ତ ପଞ୍ଚାୟତରେ ଫୁଟବଲ ଟୁଣ୍ଣାମେଣ୍ଟ ଯୋଗ ଦେଲେ ଜିଲ୍ଲା ଜନତା ପାର୍ଟିର ଉପସଭାପତି ଶ୍ରୀଯୁକ୍ତ ଗୋପୀନାଥ ରାମ , ରାମଙ୍କ ପ୍ରତୀ ଦିନକୁ ଦିନ ବଢିଚାଲିଛି ଜନସାଧାରଣଙ୍କ ଅନାବିଳ ସ୍ନେହ ଭଲପାଇବା, ପଚାଷ ହଜାରୁ ଅଧିକ ଲୋକଙ୍କ ଗହଣରେ ଗୋପୀନାଥ ରାମ, ଆଜି ସଂଧ୍ୟା ଛଅଟା ସମୟର ପ୍ରତୀକ୍ରିୟା ।