ଢେଙ୍କାନାଳ ସଦର: ଗଁଦିଆ ଥାନା ଠାରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଦୀଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
Dhenkanal Sadar, Dhenkanal | Aug 1, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ପରିସରରେ ଆଜି ତା ୧ ।୮ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଆମ ପୋଲିସ ସମିତି ଗଁଦିଆ ଥାନା ପକ୍ଷରୁ ଏକ ଆଲୋଚନା ସଭା...