ନବରଙ୍ଗପୁର ପୋଲିସ ଷ୍ଟେସନ: କୃଷକ ବଜାର ସହ ବିଭିନ୍ନ ଅଞ୍ଚଳରେ ମା ଲକ୍ଷ୍ମୀ ଙ୍କର ପୂଜା ଅତି ଆଡ଼ମ୍ବରରେ ଆରମ୍ଭ
କୃଷକ ବଜାର ସହ ବିଭିନ୍ନ ଅଞ୍ଚଳରେ ମା ଲକ୍ଷ୍ମୀ ଙ୍କର ପୂଜା ଅତି ଆଡ଼ମ୍ବରରେ ଆରମ୍ଭ, ସହର ସ୍ଥିତ କୃଷକ ବଜାର, ତେଲି ସାହି ଏବଂ ଗାନ୍ଧିନ୍ମଗର ରେ ମା ଲକ୍ଷ୍ମୀଙ୍କର ପୂଜା ପାଇଁ ସୁନ୍ଦର ସୁନ୍ଦର ମୂର୍ତ୍ତି ସହ ସୁନ୍ଦର ଭାବେ ମଣ୍ଡପ ଗୁଡିକୁ ଆଲୋକରେ ସଜା ଯାଇଛି, ମା ଲକ୍ଷ୍ମୀ ଙ୍କର ଦର୍ଶନ କରିବା ପାଇଁ ମନ୍ଦିର ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି