ବାଲେଶ୍ବର ସଦର: ବାଲେଶ୍ଵରରେ ଡା. ରାଧାବିନୋଦ ନାୟକଙ୍କ ତିନୋଟି ନୂତନ ନାଟକ ପୁସ୍ତକ ଲୋକାର୍ପିତ
ବାଲେଶ୍ଵର ଆତିଥ୍ୟ ଭବନରେ ଡା. ରାଧାବିନୋଦ ନାୟକଙ୍କ ରଚିତ ନାଟକ ପୁସ୍ତକ 'ରକ୍ତ ନଦୀ', 'କାଦମ୍ବରୀ' ଓ 'ଅରଣ୍ୟର ସ୍ଵର' ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ସାହିତ୍ୟିକ ଓ ନାଟ୍ୟକାରମାନେ ଯୋଗଦେଇ ଓଡ଼ିଆ ନାଟକର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରିଥିଲେ।