ବଡସାହି: ଡାଳଭଙ୍ଗା ଛକରେ ଘଟିଯାଇଥିବା ହାଣକାଟ ମାମଲାରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୁଲିସ, ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଚଢାଉ ଜାରି
Barsahi, Mayurbhanj | Aug 12, 2025
ବୈଶିଙ୍ଗା ଥାନା ପୁରୁଣିଆ ଉପକଣ୍ଠ ଡାଳଭଙ୍ଗା ଛକରେ ଦୁଇଭାଇଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ହାଣିବା ଘଟଣାରେ ଆକ୍ରମକାରୀ...