ଗତକାଲି ଭୁବନେଶ୍ୱର – ରାଉରକେଲା ଇନ୍ଟରସିଟି ଏକ୍ସପ୍ରେସ ଆସୁଥିବା ବେଳେ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ରେଳଗାଡି ଉପରେ ପଥର ମାଡ ହୋଇଥିବା ଘଟଣାରେ ଆଜି ଆରପିଏଫ ରୁଜୁ କଲା ନିଜ ଆଡୁ ଏକ ମାମଲା l ଆରପିଏଫ ଓ ଜିଆରପି ମିଳିତ ଭାବରେ ଘଟଣା ଘଟିଥିବା ଅଞ୍ଚଳରେ ପଇଁତରା ମାରୁଥିବା ଆରପିଏଫ କହିଛି l ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳର ଯୁବକ ମାନେ କରିଥାଇ ପାରନ୍ତି ବୋଲି ରେଳ ବିଭାଗ ସନ୍ଦେହ କରୁଛି l ସେପଟେ ରେଳ ବିଭାଗର ଇଣ୍ଟେଲିଜିନେସ କିପରି ଜାଣି ପାରିଲେ ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି l