ତା -୦୧-୧୧-୨୦୨୫ରିଖ ସ୍ଥାନ -ଉମରକୋଟ ଜରୁରୀ କାଳୀନ ବୈଠକ ପରେ ତତ୍ପର ହୋଇଛି ଉମରକୋଟ ପୌର ପରିଷଦ। ଆଜି ଦିବା ୧୦ ଘଟିକା ସମୟରେ ଉମରକୋଟ ପୌରପରିଷଦ ଅର୍ନ୍ତଗତ 03 ନମ୍ବର ୱାର୍ଡ ଶ୍ରୀ ଜଗନ୍ନାଥ ରାଜପଥ ଠାରୁ ଶ୍ରୀ ଶିବ ମନ୍ଦିର ରାସ୍ତା ନିର୍ମାଣ ନିମନ୍ତେ ଭୂମିପୂଜନ କାର୍ଯକ୍ରମ ଆୟୋଜନ ହୋଇଛି। ପୌର ପରିଷଦ ଅଧକ୍ଷା ଶ୍ରୀମତି ରାଧା ଭତ୍ରା,କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ୱାର୍ଡ କାଉନସିଲର ମନୋଜ କୁମାର ନାୟକ, ପୂର୍ବତନ ଅଧ୍ୟକ୍ଷ P ରାବଣା ରାଓ ଓ କର୍ମଚାରୀ ମାନେ ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ଉପସ୍ଥିତଥିଲେ l