ବରଡୋଲରୁ ବାଲି ଚୋରି ହେଉଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ | ଅଧିକାରୀ ଧ୍ୟାନ ଦେଉ ନ ଥିବା ବେଳେ ବେଆଇନ ବାଲି ଚୋରିକୁ ବିରୋଧ କରିଛନ୍ତି ଗ୍ରାମବାସୀ | ଶୁକ୍ରବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ | ଦୀର୍ଘ ଦିନ ଧରି ବରଡୋଲରେ ବାଲି ଚୋରି ହେଉଥିବା ବେଳେ ଗ୍ରାମବାସୀ ଏନେଇ ଅଭିଯୋଗ କରିଥିଲେ କିନ୍ତୁ କୌଣସି ଅଧିକାରୀ ଧ୍ୟାନ ଦେଉ ନ ଥିବା ବେଳେ ଗ୍ରାମବାସୀ ଏହି ବେଆଇନ ବାଲି ଚୋରିକୁ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି | ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।