ସୁନ୍ଦରଗଡ ସହର: ସଦର ରେଞ୍ଜ ଅଳଙ୍ଗପାଣିରେ ଦନ୍ତା ହାତୀର ଆତଙ୍କ, ଧାନ କ୍ଷେତରେ ପଶି ନଷ୍ଟ କଲା ଚାଷ
Sundargarh Town, Sundargarh | Aug 18, 2025
ଆଜି ଅଗଷ୍ଟ 18 ତାରିଖ ସୋମବାର ସକାଳ 7:45 ପାଖାପାଖି ସମୟରେ ଅଳଙ୍ଗପାଣି ପାହାଡ଼ ନିକଟକୁ କେତେକ ବ୍ୟକ୍ତି ଛତୁ ସଂଗ୍ରହ କରିବାକୁ ଯାଇଥିବା ବେଳେ...