ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସରକାରୀ ଅଧିକାରୀ ବିଧାୟକ ମାନଙ୍କ କଥା ନଶୁଣିବା ପ୍ରସଙ୍ଗ, ଶଙ୍ଖ ଭଵନରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା
Bhubaneswar M Corp, Khordha | Aug 12, 2025
ସରକାରୀ ଅଧିକାରୀ ମାନେ ସରକାର ଏବଂ ବିଧାୟକ ମାନଙ୍କ କଥା ନଶୁଣିବା ପ୍ରସଙ୍ଗ ରେ ବିଜେପି କୁ କଡା ଜବାବ ଦେଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା...