କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିହାର ନିର୍ବାଚନ ପ୍ରଭାରୀ,ଶ୍ରୀ Dharmendra Pradhan ଙ୍କ ଚାଣକ୍ୟ ରଣନୀତି ରେ ବିହାର ନିର୍ବାଚନରେ ବିପୁଳ ବିଜୟ ପରେ ପ୍ରଥମ ଓଡ଼ିଶା ଗସ୍ତ ଅବସରରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ତାଙ୍କୁ ଭୁବନେଶ୍ବର ବିମାନ ବନ୍ଦର ଠାରେ ଭେଟି ସ୍ୱାଗତ ଜଣାଇବା ସହିତ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ