ଚମ୍ପୁଆ: ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସେକ୍ସନ ଅଧିନସ୍ଥ ବିଭିନ୍ନ ଗ୍ରାମକୁ ଯାଇ ଫସଲ କ୍ଷୟକ୍ଷତି ଆକଳନ କଲେ କେନ୍ଦୁଝର ଡିଏଫଓ
Champua, Kendujhar | Aug 26, 2025
ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସେକ୍ସନ ଅଧିନସ୍ଥ ବିଭିନ୍ନ ଗ୍ରାମରେ ହାତୀପଲ ପଶି ଗତ କିଛି ଦିନରୁ ବ୍ୟାପକ ଫସଲ ନଷ୍ଟ କରିଥିବା ବେଳେ କେନ୍ଦୁଝର...