ଟ୍ରାନ୍ସଫରମର ପରିବର୍ତନକୁ ପଣ୍ଡିକୋଟ ଗ୍ରାମବାସୀଙ୍କ ବିରୋଧ, ବିଜୁଳି କାଟ କରାଯିବାରୁ ଟିପିସଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ. ନବରଙ୍ଗପୁର ଜିଲ୍ଲା ପୋଣ୍ଡିକୋଟ ଗ୍ରାମପଞ୍ଚାୟତ ସଦର ମହକୁମା ଠାରେ ଟ୍ରାନ୍ସଫରମର ପରିବର୍ତ୍ତନ କୁ ନେଇ ପୋଣ୍ଡିକୋଟ ଗ୍ରାମବାସୀ ବିରୋଧ କରିଥିଲେ. ବର୍ତ୍ତମାନ ଗାଁ ରେ ବିଜୁଳୁ କାଟ କରାଯିବାରୁ ଗାଁ ଅନ୍ଧାର ରେ ରହିଥିବାରୁ ଟିପିସିଲ କାର୍ଯ୍ୟଳୟ ଘେରିଲେ ଗ୍ରାମବାସୀ. ଯେ ପର୍ଯ୍ୟନ୍ତ ବିଦ୍ୟୁତ ସାଂଯୋଗ କରିବେ ନାହିଁ ସେ ପର୍ଯ୍ୟନ୍ତ ବିଦ୍ୟୁତ କାର୍ଯ୍ୟଳୟ ସମ୍ମୁଖ ରେ ଧାରଣା ଦେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି