ଜାନୁଆରୀ ୨୧ତାରିଖ ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଉତ୍କଳମଣି ଗୋପବନ୍ଧୁ ଇନ୍ଷ୍ଟିଚ୍ୟୁଟ ଅଫ ଇଞ୍ଜିନିଅରିଙ୍ଗ ବାର୍ଷିକଉତ୍ସବକୁ ଅନୁଷ୍ଠାନରଅଧ୍ୟକ୍ଷ ଇଂଶରତ କୁମାର ମୁଦାଲିଙ୍କ ସଭାପତିତ୍ବ, ସାଂସ୍କୃତିକ ଉପସଭାପତି ଦୀପକ ରଞ୍ଜନ ପଟ୍ଟନାୟକଙ୍କ ଆବାହକତ୍ୱ ଓ ଅନିମା ଏକ୍କାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ BPUT ର କୁଳପତି ପ୍ରଫେସର ଅମୀୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳା, ସମାୟୁନିବର୍ତିତା ତଥା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ମାନବୀୟ ଗୁଣ ଉପରେ ଗୁରୁତ୍ୱାରୋପ କରିଥିଲେ, ବିଭିନ୍ନ ପ୍ରତକ